ଏହି ଗୀତଟିକୁ ଗତ ଦୁଇ ବର୍ଷ ତଳେ ସହଦେବଙ୍କ ଶିକ୍ଷକ ସୋସିଆଲ ମିଡ଼ିଆ -ରେ ଅ-ପ-ଲୋ-ଡ କରିଥିଲେ । ଗତ କିଛି ଦିନ ତଳେ ଏହି ଗୀତକୁ ନେଇ ବଲିଉଡ ସିଙ୍ଗର ବାଦଶାହ ଏହି ସ-ର୍ଟ ଭି-ଡି-ଓ କରିଥିଲେ ଓ ସୋସିଆଲ
ମିଡ଼ିଆ ରେ ସେ-ୟା-ର କରିଥିଲେ । ବାଦଶାହ ଏହି ଗୀତରେ ଭି-ଡି-ଓ ଅ-ପ୍ଲୋ-ଡ କରିବା ପରେ ସହଦେବଙ୍କ ସେହି ପୁରୁଣା ଗୀତ ସୋସିଆଲ ମିଡ଼ିଆ ଭା-ଇ-ରା-ଲ ହେବାକୁ ଲାଗିଲା ।
ସହଦେବଙ୍କ ଛତିଶଗଡର ମୁଖ୍ୟମନ୍ତ୍ରୀ ଏହି ଗୀତ ପାଇଁ ସମ୍ମାନିତ ମଧ୍ୟ କରିଛନ୍ତି । ବଲିଉଡ ସିଙ୍ଗର ବାଦଶାହ ଏହା ପରେ ସହଦେବଙ୍କୁ ପଞ୍ଜାବ ଡକାଇଥିଲେ ଓ ତାଙ୍କ ସହ ଏକ ଆଲବମ କରିଥିଲେ । ବର୍ତ୍ତମାନ ସହଦେବଙ୍କ ଆଲବମର ଚର୍ଚା ମଧ୍ୟ ବହୁତ ହେଉଛି । ବନ୍ଧୁଗଣ ସହଦେବ ଛତିଶଗଡର ସୁକମାରେ ରହୁଛନ୍ତି ଓ ସେ ଏକ ଗରିବ ପରିବାରରୁ ଆସିଛନ୍ତି । ହେଲେ ଗତ କିଛି ଦିନ ତଳେ ତାଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଥିଲା ।
ଏବେ ତାଙ୍କର ସଂପୂର୍ଣ୍ଣ ଲୁକ୍ ବଦଳି ଯାଇଛି । ବର୍ତ୍ତମାନ ତାଙ୍କର ଚାଲି ଚାଳନ ସହ ତାଙ୍କର ଜୀବନ ଶୈଳୀରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସହଦେବ ମୁମ୍ବାଇରେ ଅଛନ୍ତି ତାଙ୍କର ଫ-ଟୋ ଓ ଭି-ଡି-ଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ତାଙ୍କର ଏକ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି । ସେହି ଭି-ଡି-ଓ-ରେ ସହଦେବ ନିଜ ବାପାଙ୍କ ସହ ମୁମ୍ବାଇ ସମୁଦ୍ରରେ ବୁଲୁଥିବାର ଓ କ୍ରିକେଟ ଖେଳୁଥିବାର ନଜର ଆସୁଛନ୍ତି ।
Comments
Post a Comment