ସବୁ ପ୍ରମାଣ ଏହି ଅଡିଓ ରେ । ଶୁଣ ଏହି ଅଡିଓ କଲ….

                                                                       


 
    

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଶୁଣ ଭାଇରଲ କଲ ରେକର୍ଡ ଭାଇରଲ ହେଲା ଭିଡ଼ିଓ ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ

 

ମରିବାର ଅନେକ  ଦିନ ବିତି ଗଲାଣି ମାତ୍ର ହଟୁନି ରହସ୍ୟ ପରଦା ଗତ ଡ଼ିସେମ୍ବର ରେ ଦିବ୍ୟା ଭାରତୀ ପଣ୍ଡା ଙ୍କୁ ବିବାହ କରିଥିଲେ ପାରଳାଖେମୁଣ୍ଡି ରେ ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟରତ ବାଲେଶ୍ଵର , ଖଇରା ଅଞ୍ଚଳ ସୌମ୍ୟ ରଞ୍ଜନ ପଣ୍ଡା ତେବେ ସେ ସରକାରୀ ବାସଭବନ ରେ ନିଜ ପତ୍ନୀ ଙ୍କ ସହିତ ବିବାହ ପରେ ରହୁଥିଲେ କିନ୍ତୁ ହଠାତ୍ ନିଆ ଲାଗି ସେ ପୋଡ଼ି ହୋଇଯାଇଥିଲେ ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ହସ୍ପିଟାଲ୍ ତା ପରେ ବ୍ରହ୍ମପୁର ହସ୍ପିଟାଲ୍ କୁ ନିଆ ଯାଇଥିଲା ତା ପରେ ତାଙ୍କୁ କଟକ ମେଡ଼ିକାଲ କୁ ଅଣା ଯାଇଥିଲା ତେବେ ସେ ସେଠାରେ ଦୁନିଆ ଛାଡ଼ି ଚାଲି ଗଲେ  କିନ୍ତୁ ମରଣ ପୂର୍ବରୁ ତାଙ୍କ ବୟାନ ଥିଲା ଯେ ସେ ନିଜ ଘରେ ବହି ଆଣିବାକୁ ଯିବା ବେଳେ ଗୋଡ଼ ରେ କିରୋସିନ ଢାଳି ହୋଇ ନିଆ ଲାଗିଯାଇଥିଲା  

 

ତେବେ ଏହି ବୟାନ କେତେ ଦୂର ସତ ତାହା ଆରକ୍ଷ ଅଧିକାରୀ ଙ୍କ ଦ୍ଵାରା ତଦନ୍ତ ପରେ ମଧ୍ୟ କୌଣସି ବହି ପାଇନଥିଲେ କିନ୍ତୁ ସୌମ୍ୟ ଙ୍କ ବାପା ସମ୍ପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ନିଜ ପୁତ୍ର ବଧୁ ଆଉ ଡି ଏଫ୍ ଙ୍କ ଉପରେ ସେମାନଙ୍କ ମିଳିତ ପ୍ରସାର ପାଇଁ ସୌମ୍ୟ ଙ୍କ ଜୀବନ ଯାଇଛି ନହେଲେ ଗୋଟିଏ କୋଠରୀ ଭିତରେ ବୋହୂ କିଛି ହେଲାନି କିନ୍ତୁ ପୁଅ କେମିତି ପୋଡ଼ିଲା ବୋଲି ବାପା ପ୍ରଶ୍ନ କରିଥିଲେ, ଯାହାକୁ ଖଣ୍ଡନ କରିଛନ୍ତି ବିଦ୍ୟା ଭାରତୀ ତେବେ  ଆରକ୍ଷ ଅଧିକାରୀ  ହାତ ରେ ଏକ ଚିଠି ଲାଗିଛି ଯେଉଁଥିରେ ସ୍ପଷ୍ଟ ଲେଖା ରହିଥିଲା ଯେ ସୌମ୍ୟ ତାଙ୍କ ସ୍ତ୍ରୀ ଙ୍କ ଭିତରେ ସମ୍ପର୍କ ଭଲ ନୁହେ ନିଜେ ତାଙ୍କ ସ୍ତ୍ରୀ ଏହି ବିବାହ କରିବାକୁ ଚାହୁଁ ନଥିଲେ  ଏହି କଥା କୁ ନେଇ ସେ ସୌମ୍ୟ ଙ୍କୁ କହିଥିଲେ ଯେ ନିଜ ବାପା ଙ୍କୁ କହିବାକୁ କିନ୍ତୁ ସର୍ବ ପରେ ସେମାନଙ୍କ ବିବାହ ହୋଇଗଲା  

 

ସୌମ୍ୟ ଙ୍କ ଦୁନିଆ ଛାଡ଼ି ଯିବାର ଅନେକ ଦିନ ବିତି ଗଲାଣି ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ଧରା  ପଡି ନାହି ତେବେ ସୋସିଆଲ ମିଡ଼ିଆରେ ଏକ ଖବର ବେଶ୍ ଭାଇରାଲ ହେବାରେ ଲାଗିଛି ଏକ କଲ୍ ରେକର୍ଡ ଭାଇରାଲ ହେବାରେ ଲାଗିଛି କଲ୍ ରେକର୍ଡ ଟି ହେଉଛି କ୍ରାଇମ୍ ବ୍ରାଞ୍ଚ ଟିମ୍ ଅଧିକାରୀ ଜ୍ଞାନ ମିଶ୍ର ଙ୍କ ପୂର୍ବରୁ ଜ୍ଞାନ ମିଶ୍ର ତଥ୍ୟ ଦେଇଥିଲେ ଯେ ଡି ଜମାନବନ୍ଦୀ ବିଷୟ ରେ ମୁଁହ ଖୋଲି ନଥିଲେ ମାତ୍ର ଏହି କଲ୍ ରେ ଡି ସୌମ୍ୟ ଙ୍କ ଜମାନବନ୍ଦୀ ଥିଲେ ବୋଲି ଶୁଣିବାକୁ ମିଳିଛି କଲ୍ ଅପର ପକ୍ଷରେ ରେ ଥିବା ବ୍ୟକ୍ତି ଜ୍ଞାନ ମିଶ୍ର ଙ୍କୁ ପ୍ରଶ୍ନ କରିଥିଲେ ଜମାନବନ୍ଦୀ ସମୟ ରେ ଡି ଉପସ୍ଥିତ ଥିଲେ ଯାହାର ଉତ୍ତର ରେ ଜ୍ଞାନ ମିଶ୍ର କହିଛନ୍ତି ହଁ ଡି ମାନିଛନ୍ତି ଯେ ସେ ଜମାନବନ୍ଦୀ ସମୟ ରେ ଥିଲେ


Comments