Tapaswini ଙ୍କ ପାଇଁ ଖାଇବା ଶୋଇବା ଭୁଲି ଗଲେଣି ସୁମିତ,ଏଭଳି ଏବେ କାଟୁଚି ଜୀବନ…ଦେଖନ୍ତୁ Video
ତେବେ ଆମେ ସମସ୍ତେ ତପସ୍ଵିନୀ ଓ ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ସମ୍ପର୍କରେ ବହୁତ ଭଲ ଭାବରେ ଜାଣୁ।ସେମାନଙ୍କ ମଧ୍ୟରେ କଳହ ବହୁତ ଅଧିକ ବଢ଼ି ଯାଇଥିବା କାରଣରୁ ବର୍ତ୍ତମାନ ଯାଏ ମଧ୍ୟ ଏହାର କୌଣସି ନିର୍ଦ୍ଧିଷ୍ଟ ସମାଧାନ ବାହାରୁ ନାହିଁ।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରେ ରହୁଛନ୍ତି ଏହା ସତ୍ୟ କିନ୍ତୁ ସେ ସମ୍ପୂର୍ଣ୍ଣ ଭାବରେ ଏକ ବୋହୂ ଭଳି ରହି ପାରୁ ନାହାଁନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଛି।ଏହା ସହିତ ଏହି ଘଟଣାର ସମାଧାନ ପାଇଁ ଅନେକ ପ୍ରୟାସ ମଧ୍ୟ କରା ଯାଇ ସାରିଲାଣି। କିନ୍ତୁ ଏହା ପରେ ମଧ୍ୟ ଏହାର କୌଣସି ଏକ ନିର୍ଦ୍ଧିଷ୍ଟ ସମାଧାନ ବାହାରି ନାହିଁ।ଏହା ସହିତ ଅନ୍ୟ ପକ୍ଷରେ ସୁମିତଙ୍କୁ ତପସ୍ୱିନୀଙ୍କ ଭରଣ ପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ମଧ୍ୟ ଦେବାକୁ ପଡ଼ୁଛି।ଯାହା ଫଳରେ ଏହା ତାଙ୍କ ପାଇଁ ବର୍ତ୍ତମାନ ଅନେକ କଷ୍ଟ ହୋଇଛି ବୋଲି ମଧ୍ୟ ଜଣା ପଡ଼ୁଛି।ଏହା ସହିତ ସୁମିତ ବର୍ତ୍ତମାନ ନିଜର କାର୍ଯ୍ୟକୁ ମଧ୍ୟ ଫେରିବାରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ତେବେ ତାଙ୍କର ବିବାହ ବର୍ତ୍ତମାନ ଏକ ଅଭିଶାପରେ ତାଙ୍କ ପାଇଁ ପରିଣତ ହୋଇ ଯାଇଛି।ଅନ୍ୟ ପକ୍ଷରେ ଏହା ମଧ୍ୟ କୁହା ଯାଉଛି ସେ ସେ ବର୍ତ୍ତମାନ ଏହି ସମସ୍ତ କଳହକୁ ନେଇ ସଠିକ ଭାବରେ କୌଣସି କାର୍ଯ୍ୟ କରି ପାରୁ ନାହାଁନ୍ତି।ଏହା ସହିତ ବାସ୍ତବରେ ସେ ବର୍ତ୍ତମାନ ଅନେକ ମାନସିକ ଚାପରେ ମଧ୍ୟ ରହୁଥିବେ। ତେବେ ଏହି କଳହ ପାଇଁ ସେ ନ...