Posts

Rahul କେମିତି ଥିଲା ବୋର୍ ୱେଲ୍ ଭିତରେ ଆଉ ତା ସାଙ୍ଗରେ କିଏ ଥିଲା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

Image
  ସମସ୍ତଙ୍କ ପ୍ରାର୍ଥନା ଓ ୧୦୫ ଘଣ୍ଟାର ପରିଶ୍ରମ ହେଲା ସଫଳ । କଠିନ ପରିଶ୍ରମ ପରେ ଉଦ୍ଧାର ହୋଇଛି ରାହୁଲ ସାହୁ । ହେଲେ ରାହୁଲକୁ ଗାତ ଭିତରେ ଜଗି ରହିଥିଲେ ସାପ ଆଉ ବେଙ୍ଗ । ରାହୁଲକୁ ଦେଉଥିଲେ ଅଦ୍ୟମ ଶକ୍ତି । ୫ ଦିନ ଆଉ ୧୦୫ ଘଣ୍ଟା ଧରି ଗାତ ଭିତରେ ରାହୁଲକୁ ଜଗି ରହିଥିଲେ ଗୋଟିଏ ସାପ ଆଉ ବେଙ୍ଗ । ସେମାନେ ରାହୁଲକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନାହାନ୍ତି ବରଂ ସୁରକ୍ଷା କବଚ ହୋଇ ସେ ଜଗି ରହିଥିଲେ ରାହୁଲକୁ । ଅକ୍ଲାନ୍ତ ଉଦ୍ୟମ ପରେ ଶେଷରେ ଉଦ୍ଧାର ହୋଇଛି ୧୧ ବର୍ଷର ବାଳକ ରାହୁଲ । ଗତକାଲି ରାତି ୧୨ଟା ସମୟରେ ତାକୁ ଉଦ୍ଧାର କରିବା ସହିତ ବିଲାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଏବେ ଭର୍ତ୍ତି କରାଯାଇଛି । ରାହୁଲର ଚିକିତ୍ସା ଜାରି ଥିବା ବେଳେ ସେ ସୁସ୍ଥ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରାୟ ୩୦୦ ଲୋକଙ୍କର ରେସ୍କ୍ୟୁ ଟିମ୍ ୮୦ ଫୁଟ ତଳେ ଥିବା ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ରାହୁଲ ଉଦ୍ଧାର ହେବା ମାତ୍ରେ ଗ୍ରୀନ କରିଡ଼ର ସହିତ ଆମ୍ବୁଲାନ୍ସରେ ବିଳାସପୁର ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

Tapaswini ଙ୍କ ପାଇଁ ଖାଇବା ଶୋଇବା ଭୁଲି ଗଲେଣି ସୁମିତ,ଏଭଳି ଏବେ କାଟୁଚି ଜୀବନ…ଦେଖନ୍ତୁ Video

Image
  ତେବେ ଆମେ ସମସ୍ତେ ତପସ୍ଵିନୀ ଓ ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ସମ୍ପର୍କରେ ବହୁତ ଭଲ ଭାବରେ ଜାଣୁ।ସେମାନଙ୍କ ମଧ୍ୟରେ କଳହ ବହୁତ ଅଧିକ ବଢ଼ି ଯାଇଥିବା କାରଣରୁ ବର୍ତ୍ତମାନ ଯାଏ ମଧ୍ୟ ଏହାର କୌଣସି ନିର୍ଦ୍ଧିଷ୍ଟ ସମାଧାନ ବାହାରୁ ନାହିଁ।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରେ ରହୁଛନ୍ତି ଏହା ସତ୍ୟ କିନ୍ତୁ ସେ ସମ୍ପୂର୍ଣ୍ଣ ଭାବରେ ଏକ ବୋହୂ ଭଳି ରହି ପାରୁ ନାହାଁନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଛି।ଏହା ସହିତ ଏହି ଘଟଣାର ସମାଧାନ ପାଇଁ ଅନେକ ପ୍ରୟାସ ମଧ୍ୟ କରା ଯାଇ ସାରିଲାଣି। କିନ୍ତୁ ଏହା ପରେ ମଧ୍ୟ ଏହାର କୌଣସି ଏକ ନିର୍ଦ୍ଧିଷ୍ଟ ସମାଧାନ ବାହାରି ନାହିଁ।ଏହା ସହିତ ଅନ୍ୟ ପକ୍ଷରେ ସୁମିତଙ୍କୁ ତପସ୍ୱିନୀଙ୍କ ଭରଣ ପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ମଧ୍ୟ ଦେବାକୁ ପଡ଼ୁଛି।ଯାହା ଫଳରେ ଏହା ତାଙ୍କ ପାଇଁ ବର୍ତ୍ତମାନ ଅନେକ କଷ୍ଟ ହୋଇଛି ବୋଲି ମଧ୍ୟ ଜଣା ପଡ଼ୁଛି।ଏହା ସହିତ ସୁମିତ ବର୍ତ୍ତମାନ ନିଜର କାର୍ଯ୍ୟକୁ ମଧ୍ୟ ଫେରିବାରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ତେବେ ତାଙ୍କର ବିବାହ ବର୍ତ୍ତମାନ ଏକ ଅଭିଶାପରେ ତାଙ୍କ ପାଇଁ ପରିଣତ ହୋଇ ଯାଇଛି।ଅନ୍ୟ ପକ୍ଷରେ ଏହା ମଧ୍ୟ କୁହା ଯାଉଛି ସେ ସେ ବର୍ତ୍ତମାନ ଏହି ସମସ୍ତ କଳହକୁ ନେଇ ସଠିକ ଭାବରେ କୌଣସି କାର୍ଯ୍ୟ କରି ପାରୁ ନାହାଁନ୍ତି।ଏହା ସହିତ ବାସ୍ତବରେ ସେ ବର୍ତ୍ତମାନ ଅନେକ ମାନସିକ ଚାପରେ ମଧ୍ୟ ରହୁଥିବେ। ତେବେ ଏହି କଳହ ପାଇଁ ସେ ନିଜର

ହେ ପ୍ରଭୁ ! ଏତେ ଅନ୍ୟାୟ କଣ ପାଇଁ ? ଯେଉଁଠି ସାମ୍ବାଦିକଙ୍କ ପରିବାରକୁ ମିଳିଲା ଲକ୍ଷାଧିକ ଟଙ୍କାର ସହାୟତା, ସେଠି ଏହି ସାହାସୀ ଜବାନ ଙ୍କ ପାଇଁ କିଛି ନାହିଁ !

Image
ନମସ୍କାର ବନ୍ଧୁଗଣ ମୁଣ୍ଡୁଳି ପାଖରେ ହାତୀ ଉଦ୍ଧାର ବେଳେ ବୋଟ ବୁ-ଡି ଯାଇ ସାମ୍ବାଦିକ ଙ୍କ ଜୀଵନ ଯିବା କଥା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି କିନ୍ତୁ ଏହା ଭିତରେ ସମସ୍ତେ ଭୁଲି ଯାଇଛନ୍ତି ଓଡ୍ରାଫ ଟିମ ର ଜଣେ ଯବାନ ସୀତାରାମ ମୁର୍ମୁ । ଯିଏ ନିଜ ଜୀଵନ କୁ ପାଣି ଛଡାଇ ନଦୀ ଭିତରେ ହାତୀ କୁ ଉଦ୍ଧାର କରିବା ପାଇଁ ଯାଇଥିଲେ । ମି-ଡି-ଆ-ରେ ହାଇଲାଇଟ ହେଲେ ଟିଆରପି ପାଇଁ ଯାଇଥିବା ସାମ୍ବାଦିକ ଅରିନ୍ଦମ ଙ୍କ ପରିବାର କୁ ମିଳିଲା ପ୍ରଚୁର ଟଙ୍କi ହେଲେ ସରକାର ଭୁଲିଗଲେ ହାତୀ କୁ ବଂଚାଇବା ପାଇଁ ଯାଇଥିବା ଓଡ୍ରାଫ ଯବାନ ସୀତାରାମ ଙ୍କୁ ଲୋକମାନେ ମଧ୍ୟ ତାଙ୍କୁ ଭୁଲିଗଲେ । ତେବେ ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫ-ସି ଯାଇଥିଲା ଏବଂ ପାଣି ର ସୁ-ଅ ଯୋଗୁଁ ଆଗକୁ ମଧ୍ୟ ଯାଇ ପାରୁ ନଥିଲା । ତେବେ ସେହି ହାତୀ ଟି କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ର କିଛି ସଦସ୍ୟ ଙ୍କ ସହ ଓଟିଭି ର ପ୍ରୀତିନିଧି ଭାବରେ ବେଶ ପରିଚିତ ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ପର୍ସନ ମଧ୍ୟ ଥିଲେ । ହେଲେ ସରକାର ଭୁଲିଗଲେ ହାତୀ କୁ ବଂଚାଇବା ପାଇଁ ଯାଇଥିବା ଓଡ୍ରାଫ ଯବାନ ସୀତାରାମ ଙ୍କୁ ଲୋକମାନେ ମଧ୍ୟ ତାଙ୍କୁ ଭୁଲିଗଲେ । ତେବେ ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫ-

ସବୁ ପ୍ରମାଣ ଏହି ଅଡିଓ ରେ । ଶୁଣ ଏହି ଅଡିଓ କଲ….

Image
                                                                                                 ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ   ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଶୁଣ ଭାଇରଲ କଲ ରେକର୍ଡ । ଭାଇରଲ ହେଲା ଭିଡ଼ିଓ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ , ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।   ମରିବାର ଅନେକ   ଦିନ ବିତି ଗଲାଣି ମାତ୍ର ହଟୁନି ରହସ୍ୟ ର ପରଦା । ଗତ ଡ଼ିସେମ୍ବର ରେ ଦିବ୍ୟା ଭାରତୀ ପଣ୍ଡା ଙ୍କୁ ବିବାହ କରିଥିଲେ ପାରଳାଖେମୁଣ୍ଡି ରେ ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟରତ ବାଲେଶ୍ଵର , ଖଇରା ଅଞ୍ଚଳ ର ସୌମ୍ୟ ରଞ୍ଜନ ପଣ୍ଡା । ତେବେ ସେ ସରକାରୀ ବାସଭବନ ରେ ନିଜ ପତ୍ନୀ ଙ୍କ ସହିତ ବିବାହ ପରେ ରହୁଥିଲେ । କିନ୍ତୁ ହଠାତ୍ ନିଆ ଲାଗି ସେ ପୋଡ଼ି ହୋଇଯାଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ହସ୍ପିଟାଲ୍ ତା ପରେ ବ୍ରହ୍ମପୁର ହସ୍ପିଟାଲ୍ କୁ ନିଆ ଯାଇଥିଲା । ତା ପରେ ତାଙ୍କୁ କଟକ ମେଡ଼ିକାଲ କୁ ଅଣା ଯାଇଥିଲା । ତେବେ ସେ ସେଠାରେ ଦୁନିଆ ଛାଡ଼ି ଚାଲି