ଆଫଗାନିସ୍ତାନରେ କବ୍ଜା କରିବା ପରେ କାଶ୍ମୀରକୁ ନେଇ ତାଲିବାନ କହିଲା ଏପରି କଥା, ଭାରତ ସେନା କଲା ବିରୋଧ।

 

  ତାଲିବାନ କିଛି ଦିନ ହେବ ଆଫଗାନିସ୍ତାନ ଉପରେ ନିଜର ଦବଦବା ବିସ୍ତାର କରିବାରେ ଚାଲୁଥିଲା ଏବଂ ସେ ଏବେ କାବୁଲକୁ ବି ନିଜ କବଜାରେ ନେଇଯାଇଛି। ଏହାକୁ ନେଇ ଆଫଗାନିସ୍ତାନର ଲୋକତନ୍ତ୍ର ସରକାର ଏବେ କଣ ହେବ ତାହା ପ୍ରଶ୍ନ ଉଠୁଛି। ଏହା ମଧ୍ୟରେ କାଶ୍ମୀରକୁ ନେଇ ତାଳିବାନ ଦେଇଛି ବଡ଼ ବୟାନ।

     ତଥ୍ୟ ଅନୁସାରେ କାଶ୍ମୀର କଥାକୁ ତାଲିବାନ ଭାରତ ଏବଂ ପାକିସ୍ତାନର ଭିତର ମାମଲା ବୋଲି କହିଛି। ସେ କହିଛି ଯେ ତାର କାର୍ଯ୍ୟସୁଚିରେ କାଶ୍ମୀର ସାମିଲ ନାହିଁ। ତେହେରିକ ତାଲିବାନ ଏବଂ ଲସ୍କର ଇ ତାଇବା ଆଫଗାନିସ୍ତାନରର ସାମିଲ ଅଛି। କେତେକ ଜାଗାରେ କାବୁଲରେ ଚେକ ପୋଷ୍ଟ ବି ପ୍ରସ୍ତୁତ ଆଛି।

 ଆଫଗାନିସ୍ତାନରେ ତାଲିବାନ ବଢିବାକୁ ନେଇ ଏବେ କାଶ୍ମୀରରେ ସୈନ୍ୟ ବାହିନୀ ବଢ଼ାଇଦିଆଯାଇଛି। ପ୍ରାୟ ଏବେ LOC ଠୁ ୪୦୦ କିମି ଦୂରରେ ତାଲିବାନର ସ୍ଥିତି।

ବିତିଯାଇଥିବା ସମୟରେ କାନ୍ଧାର ହାଇଜ୍ୟାକ ବେଳେ ପାକିସ୍ତାନର ଆତଙ୍କବାଦୀ ମାନଙ୍କୁ ତାଲିବାନ ସହଯୋଗ କରିଥିଲା। ତଥ୍ୟ ଅନୁସାରେ ପାକିସ୍ତାନରେ ତାଲିବାନର ଗ୍ରୁପ ବି ରହିଛି।

ତାଲିବାନର ମୁଖପାତ୍ର ସୋହେଲ ଶାହିନ ପାକିସ୍ତାନର ନ୍ୟୁଜ ଚ୍ୟାନେଲ ସହ କଥା ହେବା ବେଳେ ଏହା କହିଛି କି ଆଫଗାନିସ୍ତାନରେ ଭାରତ ତାର ପ୍ରୋଜେକ୍ଟ କ୍ୟାଁସେଲ କରିଦେବା ଉଚିତ। କିଛି ବିକାଶ ମୂଳକ କାର୍ଯ୍ୟ ଆଫଗାନିସ୍ତାନରେ ଭାରତର ଚାଲୁଥିଲା। ପାଖାପାଖି ୩ ବିଲିଅନ ଡ଼ଲାର ଇନଭେଟସ ଭାରତ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ



Comments