Posts

Showing posts with the label VIRAL NEWS

ଆଫଗାନିସ୍ତାନରେ କବ୍ଜା କରିବା ପରେ କାଶ୍ମୀରକୁ ନେଇ ତାଲିବାନ କହିଲା ଏପରି କଥା, ଭାରତ ସେନା କଲା ବିରୋଧ।

Image
     ତାଲିବାନ କିଛି ଦିନ ହେବ ଆଫଗାନିସ୍ତାନ ଉପରେ ନିଜର ଦବଦବା ବିସ୍ତାର କରିବାରେ ଚାଲୁଥିଲା ଏବଂ ସେ ଏବେ କାବୁଲକୁ ବି ନିଜ କବଜାରେ ନେଇଯାଇଛି। ଏହାକୁ ନେଇ ଆଫଗାନିସ୍ତାନର ଲୋକତନ୍ତ୍ର ସରକାର ଏବେ କଣ ହେବ ତାହା ପ୍ରଶ୍ନ ଉଠୁଛି। ଏହା ମଧ୍ୟରେ କାଶ୍ମୀରକୁ ନେଇ ତାଳିବାନ ଦେଇଛି ବଡ଼ ବୟାନ।       ତଥ୍ୟ ଅନୁସାରେ କାଶ୍ମୀର କଥାକୁ ତାଲିବାନ ଭାରତ ଏବଂ ପାକିସ୍ତାନର ଭିତର ମାମଲା ବୋଲି କହିଛି। ସେ କହିଛି ଯେ ତାର କାର୍ଯ୍ୟସୁଚିରେ କାଶ୍ମୀର ସାମିଲ ନାହିଁ। ତେହେରିକ ତାଲିବାନ ଏବଂ ଲସ୍କର ଇ ତାଇବା ଆଫଗାନିସ୍ତାନରର ସାମିଲ ଅଛି। କେତେକ ଜାଗାରେ କାବୁଲରେ ଚେକ ପୋଷ୍ଟ ବି ପ୍ରସ୍ତୁତ ଆଛି।  ଆଫଗାନିସ୍ତାନରେ ତାଲିବାନ ବଢିବାକୁ ନେଇ ଏବେ କାଶ୍ମୀରରେ ସୈନ୍ୟ ବାହିନୀ ବଢ଼ାଇଦିଆଯାଇଛି। ପ୍ରାୟ ଏବେ LOC ଠୁ ୪୦୦ କିମି ଦୂରରେ ତାଲିବାନର ସ୍ଥିତି। ବିତିଯାଇଥିବା ସମୟରେ କାନ୍ଧାର ହାଇଜ୍ୟାକ ବେଳେ ପାକିସ୍ତାନର ଆତଙ୍କବାଦୀ ମାନଙ୍କୁ ତାଲିବାନ ସହଯୋଗ କରିଥିଲା। ତଥ୍ୟ ଅନୁସାରେ ପାକିସ୍ତାନରେ ତାଲିବାନର ଗ୍ରୁପ ବି ରହିଛି। ତାଲିବାନର ମୁଖପାତ୍ର ସୋହେଲ ଶାହିନ ପାକିସ୍ତାନର ନ୍ୟୁଜ ଚ୍ୟାନେଲ ସହ କଥା ହେବା ବେଳେ ଏହା କହିଛି କି ଆଫଗାନିସ୍ତାନରେ ଭାରତ ତାର ପ୍ରୋଜେକ୍ଟ କ୍ୟାଁସେଲ କରିଦେବା ଉଚିତ। କିଛି ବିକାଶ ମୂଳକ କାର୍ଯ୍ୟ ଆଫଗାନିସ୍ତାନରେ ଭାରତର ଚାଲୁଥିଲା। ପାଖାପାଖି ୩ ବିଲିଅନ ଡ଼ଲାର ଇନଭେଟସ ଭାରତ କରିଥିଲା। ବନ୍ଧୁଗଣ ଆପ

ତାଲିବାନର କାବୁଲ ଉପରେ କବ୍ଜା ପରେ ବିମାନ ଚକ ରେ ନିଜକୁ ବାନ୍ଧି ପଳାଇଯିବାକୁ ଉଦ୍ୟମ କରିଥିଲେ ଏହି ବ୍ୟକ୍ତି, କିନ୍ତୁ ଖସି ପଡିଲେ

Image
ବନ୍ଧୁଗଣ ନମସ୍କାର, ବର୍ତ୍ତମାନ ସବୁଆଡେ କେବଳ ଆଫଗାନିସ୍ତାନ ର ଚର୍ଚ୍ଚା ଚାଲିଛି । ଦିନ କୁ ଦିନ ଦୟନୀୟ ହେବାରେ ଲାଗିଛି ତାଙ୍କ ଅବସ୍ଥା । ତାଲିବାନ ଆଫଗାନିସ୍ତାନ ରେ ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀ କୁ କ-ବ-ଜା କରୁଛି । ଏହା ସହିତ ଆମେରିକା, ଭାରତ ସମେତ ବିଭିନ୍ନ ଦେଶ ଆଫଗାନିସ୍ତାନ ରୁ ନିଜ ଦେଶ ର ଲୋକ ମାନଙ୍କୁ ଦେଶକୁ ଫେରାଇ ଆଣୁଛନ୍ତି । ସୂଚନାନୁସାରେ, ବିଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ରେ ତାଲିବାନ ଙ୍କ ଅ-ତ୍ୟା-ଚା-ର ବଢ଼ିବାରେ ଲାଗିଛି ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ର ୬ରୁ ଅଧିକ ପ୍ରାଦେଶିକ ରାଜଧାନୀ ଦଖଲ କରି ସରିଛି ତାଲିବାନ । ଆଫଗାନିସ୍ତାନ ର ଅନେକ ସହର କୁ କ-ବ-ଜା କରି ତାଲିବାନ ସେଠାକାର ଲୋକ ମାନଙ୍କୁ ଅତି ନିର୍ଦ୍ଦୟ ଭାବରେ ହ-ତ୍ୟା ମଧ୍ୟ କରୁଛନ୍ତି । ତେବେ ଭାରତ ଏବଂ ଆମେରିକା ର ସୌନ୍ୟ ମାନେ ମଧ୍ୟ ନିଜ ଦେଶ କୁ ଫେରି ଆସିଛନ୍ତି । ତେବେ ବର୍ତ୍ତମାନ ଆଫଗାନିସ୍ତାନ ଏକଦମ ହତାଶ ଏବଂ ବିବସ ହୋଇ ପଡିଛି । ତେବେ ଆଫଗାନିସ୍ତାନ ର ରାଜଧାନୀ କାବୁଲ କୁ ତାଲିବାନ ମାନେ ଆଜି ଚାରି ପଟୁ ଘେରାଉ କରି ସରକାର କୁ ଆତ୍ମସମର୍ପଣ କରିବା ପାଇଁ ମଧ୍ୟ କହିଥିଲେ । ତେବେ ସେଠାକାର ସରକାର କାବୁଲ ତାଲିବାନ ର ଶି-କା-ର ହେବ ନାହିଁ ତେଣୁ ସେମାନେ ଆତ୍ମସମର୍ପଣ କରିବେ ବୋଲି କହିଥିଲେ । ତେବେ ତାଲିବାନ ର କାବୁଲ କୁ କ-ବ-ଜା କରିବା ପରେ ସେଠାକାର ଲୋକମାନେ ଭ-ୟ-ବି-ତ ଏବଂ ଆ-ତ-ଙ୍କି-ତ ହୋଇ ପଡିଛ