ତାଲିବାନର କାବୁଲ ଉପରେ କବ୍ଜା ପରେ ବିମାନ ଚକ ରେ ନିଜକୁ ବାନ୍ଧି ପଳାଇଯିବାକୁ ଉଦ୍ୟମ କରିଥିଲେ ଏହି ବ୍ୟକ୍ତି, କିନ୍ତୁ ଖସି ପଡିଲେ

ବନ୍ଧୁଗଣ ନମସ୍କାର, ବର୍ତ୍ତମାନ ସବୁଆଡେ କେବଳ ଆଫଗାନିସ୍ତାନ ର ଚର୍ଚ୍ଚା ଚାଲିଛି । ଦିନ କୁ ଦିନ ଦୟନୀୟ ହେବାରେ ଲାଗିଛି ତାଙ୍କ ଅବସ୍ଥା । ତାଲିବାନ ଆଫଗାନିସ୍ତାନ ରେ ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀ କୁ କ-ବ-ଜା କରୁଛି । ଏହା ସହିତ ଆମେରିକା, ଭାରତ ସମେତ ବିଭିନ୍ନ ଦେଶ ଆଫଗାନିସ୍ତାନ ରୁ ନିଜ ଦେଶ ର ଲୋକ ମାନଙ୍କୁ ଦେଶକୁ ଫେରାଇ ଆଣୁଛନ୍ତି । ସୂଚନାନୁସାରେ, ବିଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ରେ ତାଲିବାନ ଙ୍କ ଅ-ତ୍ୟା-ଚା-ର ବଢ଼ିବାରେ ଲାଗିଛି





ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ର ୬ରୁ ଅଧିକ ପ୍ରାଦେଶିକ ରାଜଧାନୀ ଦଖଲ କରି ସରିଛି ତାଲିବାନ । ଆଫଗାନିସ୍ତାନ

ର ଅନେକ ସହର କୁ କ-ବ-ଜା କରି ତାଲିବାନ ସେଠାକାର ଲୋକ ମାନଙ୍କୁ ଅତି ନିର୍ଦ୍ଦୟ ଭାବରେ ହ-ତ୍ୟା ମଧ୍ୟ କରୁଛନ୍ତି ।

ତେବେ ଭାରତ ଏବଂ ଆମେରିକା ର ସୌନ୍ୟ ମାନେ ମଧ୍ୟ ନିଜ ଦେଶ କୁ ଫେରି ଆସିଛନ୍ତି । ତେବେ ବର୍ତ୍ତମାନ ଆଫଗାନିସ୍ତାନ

ଏକଦମ ହତାଶ ଏବଂ ବିବସ ହୋଇ ପଡିଛି ।


ତେବେ ଆଫଗାନିସ୍ତାନ ର ରାଜଧାନୀ କାବୁଲ କୁ ତାଲିବାନ ମାନେ ଆଜି ଚାରି ପଟୁ ଘେରାଉ କରି ସରକାର କୁ ଆତ୍ମସମର୍ପଣ କରିବା ପାଇଁ ମଧ୍ୟ କହିଥିଲେ । ତେବେ ସେଠାକାର ସରକାର କାବୁଲ ତାଲିବାନ ର ଶି-କା-ର ହେବ ନାହିଁ ତେଣୁ ସେମାନେ ଆତ୍ମସମର୍ପଣ କରିବେ ବୋଲି କହିଥିଲେ । ତେବେ ତାଲିବାନ ର କାବୁଲ କୁ କ-ବ-ଜା କରିବା ପରେ ସେଠାକାର ଲୋକମାନେ ଭ-ୟ-ବି-ତ ଏବଂ ଆ-ତ-ଙ୍କି-ତ ହୋଇ ପଡିଛନ୍ତି । ସେଠାରେ ବାସ କରୁଥିବା ଲୋକମାନେ ନିଜ ସହର ଛାଡି ଯିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ପଡିଛନ୍ତି ।



Comments