ହେ ପ୍ରଭୁ ! ଏତେ ଅନ୍ୟାୟ କଣ ପାଇଁ ? ଯେଉଁଠି ସାମ୍ବାଦିକଙ୍କ ପରିବାରକୁ ମିଳିଲା ଲକ୍ଷାଧିକ ଟଙ୍କାର ସହାୟତା, ସେଠି ଏହି ସାହାସୀ ଜବାନ ଙ୍କ ପାଇଁ କିଛି ନାହିଁ !
![Image](https://blogger.googleusercontent.com/img/b/R29vZ2xl/AVvXsEispiTcT5QqRA0B9WANiWAaXxpalfDWBclLWfOVH_hPmzoqTiPjQYueIZbNnWwPI8-dHzKz8uncACxQNrTAQoWG8AkWwMg2CDePI0fTQglp2jwAtEEMAi0HI7QpaBEZq_IpjnL_x8Pi3dE/w600-h311/mo+odia.jpg)
ନମସ୍କାର ବନ୍ଧୁଗଣ ମୁଣ୍ଡୁଳି ପାଖରେ ହାତୀ ଉଦ୍ଧାର ବେଳେ ବୋଟ ବୁ-ଡି ଯାଇ ସାମ୍ବାଦିକ ଙ୍କ ଜୀଵନ ଯିବା କଥା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି କିନ୍ତୁ ଏହା ଭିତରେ ସମସ୍ତେ ଭୁଲି ଯାଇଛନ୍ତି ଓଡ୍ରାଫ ଟିମ ର ଜଣେ ଯବାନ ସୀତାରାମ ମୁର୍ମୁ । ଯିଏ ନିଜ ଜୀଵନ କୁ ପାଣି ଛଡାଇ ନଦୀ ଭିତରେ ହାତୀ କୁ ଉଦ୍ଧାର କରିବା ପାଇଁ ଯାଇଥିଲେ । ମି-ଡି-ଆ-ରେ ହାଇଲାଇଟ ହେଲେ ଟିଆରପି ପାଇଁ ଯାଇଥିବା ସାମ୍ବାଦିକ ଅରିନ୍ଦମ ଙ୍କ ପରିବାର କୁ ମିଳିଲା ପ୍ରଚୁର ଟଙ୍କi ହେଲେ ସରକାର ଭୁଲିଗଲେ ହାତୀ କୁ ବଂଚାଇବା ପାଇଁ ଯାଇଥିବା ଓଡ୍ରାଫ ଯବାନ ସୀତାରାମ ଙ୍କୁ ଲୋକମାନେ ମଧ୍ୟ ତାଙ୍କୁ ଭୁଲିଗଲେ । ତେବେ ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫ-ସି ଯାଇଥିଲା ଏବଂ ପାଣି ର ସୁ-ଅ ଯୋଗୁଁ ଆଗକୁ ମଧ୍ୟ ଯାଇ ପାରୁ ନଥିଲା । ତେବେ ସେହି ହାତୀ ଟି କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ର କିଛି ସଦସ୍ୟ ଙ୍କ ସହ ଓଟିଭି ର ପ୍ରୀତିନିଧି ଭାବରେ ବେଶ ପରିଚିତ ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ପର୍ସନ ମଧ୍ୟ ଥିଲେ । ହେଲେ ସରକାର ଭୁଲିଗଲେ ହାତୀ କୁ ବଂଚାଇବା ପାଇଁ ଯାଇଥିବା ଓଡ୍ରାଫ ଯବାନ ସୀତାରାମ ଙ୍କୁ ଲୋକମାନେ ମଧ୍ୟ ତାଙ୍କୁ ଭୁଲିଗଲେ । ତେବେ ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫ-...